ଅର୍ଥ : ଭକ୍ତ ହୋଇନଥିବ ବା ଯାହାଙ୍କଠାରେ ଭକ୍ତି ଅଭାବ ଥିବ
ଉଦାହରଣ :
ବିଜ୍ଞାନ ଅଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି କରୁଛି
ସମକକ୍ଷ : ଭକ୍ତିଶୂନ୍ୟ
ଅର୍ଥ : ଯିଏ ଭକ୍ତ ନୁହେଁ ବା ଯାହାଠାରେ ଭକ୍ତିର ଅଭାବ
ଉଦାହରଣ :
ବିଜ୍ଞାନ ଭକ୍ତିଶୂନ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ ପରିବର୍ଦ୍ଧିତ କରୁଛି
ସମକକ୍ଷ : ଭକ୍ତିଶୂନ୍ୟ, ଭକ୍ତିହୀନ