ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବ୍ୟାପ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବ୍ୟାପ୍ୟ   ବିଶେଷଣ

ଅର୍ଥ : ଯାହାର କାର୍ଯ୍ୟ କ୍ଷେତ୍ର ସୀମିତ

ଉଦାହରଣ : ବାପା ଅବ୍ୟାପ୍ୟ କର୍ମଚାରୀ

ସମକକ୍ଷ : ସୀମିତ କ୍ଷେତ୍ରର

जिसका कार्य क्षेत्र सीमित हो।

पिताजी अव्याप्य कर्मचारी हैं।
अव्याप्य

Subject to limits or subjected to limits.

circumscribed, limited

ଅର୍ଥ : ଯେ ସମ୍ପୂର୍ଣ୍ଣ ବିସ୍ତାରିତ ଭାବେ ବିଛେଇ ହୋଇ ନଥାଏ ବା ଯେ ସବୁ ପରିସ୍ଥିତି ବା ସ୍ଥିତିରେ ସମାନ ରୂପରେ ବିଛୁରିତ ହୋଇ ନ ଥାଏ

ଉଦାହରଣ : ସେ ନିଜ ଅବ୍ୟାପ୍ୟ ମନର ଯନ୍ତ୍ରଣା କାହାକୁ କହି ପାରେ ନାହିଁ

जो पूरे विस्तार पर छाया हुआ न हो या जो सब परिस्थियों या स्थितियों में समान रूप से फैला हुआ न हो।

वह अपने अव्याप्य मन की पीड़ा किसी से नहीं कह सकता।
अव्याप्य