ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବ୍ୟାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବ୍ୟାପ୍ତି   ବିଶେଷ୍ୟ

ଅର୍ଥ : ବ୍ୟାପ୍ତିର ଅଭାବ ବା ବ୍ୟାପ୍ତ ନହେବାର ଅବସ୍ଥା ବା ଭାବ

ଉଦାହରଣ : ଜଳ ସଂକଟ କଷ୍ଟପ୍ରଦ

ସମକକ୍ଷ : ସଂକଟ

व्याप्ति का अभाव या व्याप्त न होने की अवस्था या भाव।

जल की अव्याप्ति कष्टप्रद है।
अव्याप्ति

ଅର୍ଥ : ସାହିତ୍ୟ ଏବଂ ତର୍କ ଶାସ୍ତ୍ରରେ, କଥନ, ବାଖ୍ୟା ଆଦିର ଏଭଳି ରୂପ ବା ସ୍ଥିତି ଯେଉଁଥିରେ କୁହାଯାଉଥିବା କଥା, ନିର୍ଦ୍ଦେଶ କରାଯାଉଥିବା ଲକ୍ଷଣ ବା ଦିଆ ହେଉଥିବା ବିବରଣ ସମ୍ପୂର୍ଣ୍ଣ ଅଭିପ୍ରେତ ତତ୍ତ୍ୱ ବା ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ବା ସବୁ ଜାଗାରେ ସମାନ ରୂପରେ ଘଟି ନଥାଏ

ଉଦାହରଣ : ଅବ୍ୟାପ୍ତିକୁ ଦୋଷଭାବରେ ଗ୍ରହଣ କରାଯାଏ

साहित्य और तर्क शास्त्र में, कथन, व्याख्या आदि का ऐसा रूप या स्थिति जिसमें कहीं हुई बात, बतलाया हुआ लक्षण या दिया हुआ विवरण सारे अभिप्रेत तत्त्व या लक्ष्य पर पूरी तरह से या सब जगह समान रूप से न घटे।

अव्याप्ति को दोष माना गया है।
अव्याप्ति