ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବୁଝାମଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବୁଝାମଣା   ବିଶେଷଣ

ଅର୍ଥ : ବହୁତ ବୁଝାଇଲା ପରେ ବି ଯେ ନ ବୁଝେ ଓ ମୂର୍ଖାମୀ କରିଚାଲେ

ଉଦାହରଣ : ଶ୍ୟାମ ଉଗ୍ରମସ୍ତିଷ୍କ ବିଶିଷ୍ଟ, ବୁଝାଇଲେ ବି ତା’ ଉପରେ କିଛି ପ୍ରଭାବ ପଡ଼େ ନାହିଁ

ସମକକ୍ଷ : ଉଗ୍ରମସ୍ତିଷ୍କ

जो बहुत समझाने पर भी न समझे और मूर्खता करता चले।

खरदिमाग श्याम को समझाने का कोई फायदा नहीं।
खरदिमाग, खरदिमाग़

Lacking or marked by lack of intellectual acuity.

stupid