ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିୟୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିୟୋଗ   ବିଶେଷ୍ୟ

ଅର୍ଥ : ବିୟୋଗର ଅଭାବ

ଉଦାହରଣ : ପତିକୁ ଛାଡି ଚାଲି ଯିବା ପରେ ବି ମଙ୍ଗଳାକୁ ବିଚ୍ଛେଦ ବାଧୁନାହିଁ

ସମକକ୍ଷ : ବିଚ୍ଛେଦ

वियोग का अभाव।

पति के छोड़कर चले जाने के बाद भी मंगला अवियोग में नहीं पहुँच पाई।
अवियोग

ଅବିୟୋଗ   ବିଶେଷଣ

ଅର୍ଥ : ଯାହାର ବିୟୋଗ ହୋଇନାହିଁ

ଉଦାହରଣ : ଅବିୟୋଗ କାମିନୀ କେମିତି ବିରହିଣୀର ଦୁଃଖ ବୁଝିପାରିବ

ସମକକ୍ଷ : ବିୟୋଗରହିତ

जिसका वियोग न हुआ हो।

अवियोग कामिनी भला विरहनी का दुख कैसे समझ सकती है।
अवियोग, वियोगरहित