ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଷା   ବିଶେଷ୍ୟ

ଅର୍ଥ : ହିମାଳୟର ପାହଡରୁ ମିଳୁଥିବା ମୁଥା ପରି ଗୋଟିଏ ମୂଳ

ଉଦାହରଣ : ଅବିଷା ସାପ,ବିଚ୍ଛା ଆଦିର ବିଷର ପ୍ରଭାବକୁ ଦୂର କରେ

ସମକକ୍ଷ : ନିର୍ବିଷିତୃଣ

मोथे के समान एक जड़ी जो हिमालय के पहाड़ों में मिलती है।

अविषा साँप, बिच्छू आदि के विष का प्रभाव दूर करती है।
अविषा, जदवार, निर्विषीतृण