ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଶ୍ୱାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଶ୍ୱାସୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ବିଶ୍ୱାସ ପାତ୍ର ନୁହେଁ

ଉଦାହରଣ : ଆଧୁନିକ ଯୁଗରେ ଅବିଶ୍ୱାସୀକୁ ଚିହ୍ନିବା କଷ୍ଟକର

ସମକକ୍ଷ : ଅବିଶ୍ୱାସ ପାତ୍ର, ଅବିଶ୍ୱାସୀ ବ୍ୟକ୍ତି, ବିଶ୍ୱାସହୀନ ବ୍ୟକ୍ତି

वह व्यक्ति जो विश्वास का पात्र न हो।

आधुनिक युग में अविश्वासपात्र की पहचान मुश्किल है।
अविश्वासपात्र, अविश्वासी, अविश्वासी व्यक्ति

ଅବିଶ୍ୱାସୀ   ବିଶେଷଣ

ଅର୍ଥ : ଯାହାର ବିଶ୍ୱାସ ନାହିଁ ବା ଯେ କାହାରିକୁ ବିଶ୍ୱାସ କରେ ନାହିଁ

ଉଦାହରଣ : ତାଙ୍କୁ ବୁଝାଇବାରେ କିଛି ଲାଭନାହିଁ, ସେ ଜଣେ ଅବିଶ୍ୱାସୀ ବ୍ୟକ୍ତି

जिसे विश्वास न हो या जो किसी पर विश्वास न करता हो।

उसको समझाने से कोई फ़ायदा नहीं होगा,वह एक अविश्वासी व्यक्ति है।
अविश्वासी, नाएतबारा

Openly distrustful and unwilling to confide.

leery, mistrustful, suspicious, untrusting, wary