ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିବାହିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିବାହିତା   ବିଶେଷ୍ୟ

ଅର୍ଥ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ

ଉଦାହରଣ : ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ

ସମକକ୍ଷ : ଅବିବାହିତ ନାରୀ, କୁଆଁରୀ, କୁମାରୀ

वह महिला जिसका विवाह न हुआ हो।

माता-पिता को अविवाहिताओं की शादी की चिन्ता सताती है।
अदत्ता, अप्राप्ता, अविवाहित महिला, अविवाहिता, कँवारी, कुँआरी, कुँआरी स्त्री, कुँवारी, कुंवारी, कुमारिका, कुमारी, क्वाँरी, निवरा

An unmarried girl (especially a virgin).

maid, maiden

ଅବିବାହିତା   ବିଶେଷଣ

ଅର୍ଥ : ଯାହାର ବିବାହ ହୋଇନାହିଁ

ଉଦାହରଣ : ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା

ସମକକ୍ଷ : କୁଆଁରୀ, କୁମାରୀ

जिसका विवाह न हुआ हो (स्त्री)।

पहले विमान परिचारिका के लिए अविवाहिता स्त्रियों को ही चुना जाता था।
अनब्याही, अपरिणीता, अविवाहिता, कँवारी, कुँआरी, कुँवारी, कुंवारी, कुमारी, क्वाँरी, क्वारी, बिनब्याही

Not married or related to the unmarried state.

Unmarried men and women.
Unmarried life.
Sex and the single girl.
Single parenthood.
Are you married or single?.
single, unmarried