ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବସେଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବସେଚନ   ବିଶେଷ୍ୟ

ଅର୍ଥ : ଔଷଧ ଆଦି କାରଣରୁ ରୋଗୀର ଶରୀରରୁ ଝାଳ ବୋହିବାର କ୍ରିୟା

ଉଦାହରଣ : ଅବସେଚନ ଯୋଗୁଁ ଜ୍ବର ଓଲ୍ଲାଇ ଯାଏ

औषध आदि के द्वारा रोगी के शरीर से पसीना निकालने की क्रिया।

अवसेचन से ज्वर उतर जाता है।
अवसेचन

ଅର୍ଥ : ଜୋକ, ଶିଙ୍ଗୀ ଆଦିଙ୍କ ଦ୍ବାରା ଶରୀରରୁ ରକ୍ତ ବାହାର କରିବାର କ୍ରିୟା

ଉଦାହରଣ : ପୁରୁଣା ଘା’ର ଉପଚାର ନିମନ୍ତେ ଅବସେଚନ କରିବା ବହୁ ପରୀକ୍ଷିତ

जोंक, सींगी आदि द्वारा शरीर से रक्त निकालने की क्रिया।

जीर्ण घावों के उपचार में अवसेचन कारगर सिद्ध होता है।
अवसेचन