ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଲେହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଲେହନ   ବିଶେଷ୍ୟ

ଅର୍ଥ : ଜିଭରେ ଚାଟିବା କ୍ରିୟା ବା ଭାବ

ଉଦାହରଣ : ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ

ସମକକ୍ଷ : ଚାଟିବା

जीभ से चाटने की क्रिया या भाव।

वैद्य के अनुसार इस औषधि का शहद के साथ अवलेहन सबसे अधिक प्रभावकारी होता है।
अवलेहन, चाट, चाटना

Touching with the tongue.

The dog's laps were warm and wet.
lap, lick

ଅବଲେହନ   ବିଶେଷଣ

ଅର୍ଥ : ଚାଟିବା ଯୋଗ୍ୟ

ଉଦାହରଣ : ମଧୁବାଣୀ କାଶର ଏକ ଅବଲେହନ ଔଷଧ

ସମକକ୍ଷ : ଚାଟିବା ଯୋଗ୍ୟ

चाटने के लायक।

मधुवाणी खाँसी की एक अवलेह्य औषधि है।
अवलेह्य, चाटने योग्य