ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବତାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବତାର   ବିଶେଷ୍ୟ

ଅର୍ଥ : ଦେବତାଆଦି କିଛି ବିଶେଷ ଉଦ୍ଦେଶ୍ୟ ନେଇ ମନୁଷ୍ୟ ଶରୀର ଧାରଣ କରି ପୃଥିବୀକୁ କରିଥିବା ଆଗମନ

ଉଦାହରଣ : ଭଗବାନ ରାମଙ୍କ ଅବତାର ତ୍ରେତୟା ଯୁଗରେ ହୋଇଥିଲା

देवता आदि का किसी विशेष उद्देश्य से मनुष्य आदि संसारी प्राणियों के शरीर में पृथ्वी पर आगमन।

भगवान राम का अवतार त्रेतायुग में हुआ था।
अवतरण, अवतार

The manifestation of a Hindu deity (especially Vishnu) in human or superhuman or animal form.

Some Hindus consider Krishna to be an avatar of the god Vishnu.
avatar

ଅର୍ଥ : ଦେବତାମାନଙ୍କର ଅବତରିତ ସ୍ୱରୂପ

ଉଦାହରଣ : ରାମ ଭଗବାନ ବିଷ୍ଣୁଙ୍କର ଚବିଶ ଅବତାରରୁ ଜଣେ

देवताओं का अवतरित स्वरूप।

राम भगवान विष्णु के चौबीस अवतारों में से एक हैं।
अवतार

The manifestation of a Hindu deity (especially Vishnu) in human or superhuman or animal form.

Some Hindus consider Krishna to be an avatar of the god Vishnu.
avatar

ଅବତାର   ବିଶେଷଣ

ଅର୍ଥ : ଅବତାରର ବା ଅବତାରଙ୍କ ସହ ସମ୍ବନ୍ଧିତ

ଉଦାହରଣ : ପଣ୍ଡିତ ମହାଶୟ ଭଗବାନ ରାମଙ୍କ ଅବତାର ବିଷୟକ କଥା ଶୁଣାଉଥିଲେ

अवतार का या अवतार से संबंधित।

पंडितजी भगवान राम की अवतारी कथा सुना रहे हैं।
अवतारी, अवतारीय, औतारी