ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପସାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପସାରଣ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁକୁ ତା ସ୍ଥାନରୁ ହଟାଇ ଦେବାର କ୍ରିୟା

ଉଦାହରଣ : କୃତ୍ରିମ ଉପଗ୍ରହଗୁଡ଼ିକର ବିସ୍ଥାପନ ରକେଟ୍‌ଦ୍ୱାରା କରାଯାଏ

ସମକକ୍ଷ : ବିସ୍ଥାପନ

किसी वस्तु को अपने स्थान से हटा दिए जाने की क्रिया।

कृत्रिम उपग्रहों का विस्थापन रॉकेट द्वारा किया जाता है।
विस्थापन

An event in which something is displaced without rotation.

displacement, shift

ଅର୍ଥ : ଦୂର କରିବା ବା ହଟାଇବାର କ୍ରିୟା

ଉଦାହରଣ : ଯୁଦ୍ଧରେ ଦୁଇ ପକ୍ଷର ସୈନିକମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଅସ୍ତ୍ର ଅପସାରଣ କରିବାକୁ ଉଦ୍ୟମ କରୁଥିଲେ

दूर करने या हटाने की क्रिया।

युद्ध में दोनों पक्षों के सैनिक एक दूसरे के शस्त्रों का निरसन करने की कोशिश कर रहे थे।
निरसन

ଅର୍ଥ : କୌଣସି ବ୍ୟକ୍ତି ଅଥବା ବାକ୍ୟକୁ ଏକ ସ୍ଥାନରୁ ହଟାଇଦେବାର ପ୍ରକ୍ରିୟା

ଉଦାହରଣ : ଆପଣ କାହିଁକି ଏହାକୁ ଅପସାରଣ କରୁଛନ୍ତି?

ସମକକ୍ଷ : ଦୂରୀକରଣ

किसी व्यक्ति अथवा वाक्य को कहीं से हटा या निकाल देने की क्रिया।

आप इसका अपसारण क्यों कर रहे हैं।
अपसारण

The act of removing.

He had surgery for the removal of a malignancy.
remotion, removal

ଅର୍ଥ : ହଟାଇବା ବା ଅଲଗା କରିବାର ପ୍ରକ୍ରିୟା

ଉଦାହରଣ : ଏହାର ଅପସାରଣ ଆବଶ୍ୟକ

ସମକକ୍ଷ : ଦୂରୀକରଣ

किसी वस्तु को हटाने या एक स्थान से दूसरे स्थान पर ले जाने या रखने की क्रिया।

इस अलमारी को हटाने के लिए चार लोग लगेंगे।
अपवारण, अपाकरण, अपादान, अभिक्रांती, अभिक्रान्ती, अर्दन, अवमर्षण, अवलुंचन, अवलुञ्चन, दूर करना, हटाई, हटाना

The act of removing.

He had surgery for the removal of a malignancy.
remotion, removal