ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏଭଳି କଥା ବା କାମ କରିବା ଯାହାଦ୍ୱାରା କାହାରି ସମ୍ମ୍ମାନ ବା ପ୍ରତିଷ୍ଠା କମିଯାଏ
ଉଦାହରଣ : ସେ ମୋତେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା
ସମକକ୍ଷ : ଅପମାନ ଦେବା, ତିରସ୍କାର କରିବା
ऐसी बात या काम करना जिससे किसी का मान या प्रतिष्ठा कम हो।
Treat, mention, or speak to rudely.
ସଂସ୍ଥାପନ କରନ୍ତୁ