ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଥ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଥ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ଖାଦ୍ୟ ଶରୀରପାଇଁ କ୍ଷତି ପହଞ୍ଚାଏ

ଉଦାହରଣ : ଅପଥ୍ୟ ଆହାର ଭୋଜନ କରିବା କାରଣରୁ ଶ୍ୟାମ ବେମାର ପଡ଼ିଗଲା

ସମକକ୍ଷ : କୁପଥ୍ୟ

वह आहार जो शरीर को नुकसान पहुँचाए।

कुपथ्याहार का सेवन करने के कारण श्याम बीमार पड़ गया।
अपथ्य, कुपथ्य, कुपथ्याहार

ଅପଥ୍ୟ   ବିଶେଷଣ

ଅର୍ଥ : ଯାହା ପଥ୍ୟ ନୁହେଁ

ଉଦାହରଣ : କୁପଥ୍ୟ ଭୋଜନ କରିବା ଉଚିତନୁହେଁ

ସମକକ୍ଷ : କୁପଥ୍ୟ

जो पथ्य न हो।

अपथ्य भोजन नहीं करना चाहिए।
अपथ्य, कुपथ्य

Detrimental to physical or moral well-being.

Unwholesome food.
Unwholesome habits like smoking.
unwholesome