ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଗା   ବିଶେଷ୍ୟ

ଅର୍ଥ : ଜଳର ପ୍ରାକୃତିକ ପ୍ରବାହ ଯାହା କୌଣସି ପର୍ବତରୁ ବାହାରି ଏକ ନିଶ୍ଚିତ ମାର୍ଗରେ ପ୍ରବାହିତ ହୋଇ ସମୁଦ୍ର ବା କୌଣସି ଭିନ୍ନ ଜଳ ପ୍ରବାହରେ ମିଶେ

ଉଦାହରଣ : ଗଙ୍ଗା, ଯମୁନା, ସରସ୍ୱତୀ, ସତଲେଜ, କାବେରୀ, ସରଯୂଆଦି ଭାରତର ପ୍ରମୁଖ ନଦୀ

ସମକକ୍ଷ : କଲ୍ଲୋଳିନୀ, କୂଳବତୀ, ତଟିନୀ, ତରଙ୍ଗବତୀ, ତରଙ୍ଗିଣୀ, ନଦୀ, ନିର୍ଝରଣୀ, ସରିତା, ସ୍ରୋତବତୀ

जल का वह प्राकृतिक प्रवाह जो किसी पर्वत से निकलकर निश्चित मार्ग से होता हुआ समुद्र या किसी दूसरे बड़े जल प्रवाह में गिरता है।

गंगा, यमुना, सरस्वती, सतलुज, कावेरी, सरयू आदि भारत की प्रमुख नदियाँ हैं।
अग्रु, अपगा, अर्णा, आपगा, आपया, कल्लोलिनी, कूलवती, तटनी, तटिनी, तरंगवती, तरंगालि, तरंगिणी, तरनि, दरिया, नदिया, नदी, निम्नगा, निर्झरणी, पर्वतजा, पुलिनवति, वहती, विरेफ, वेगगा, शिफा, शैवलिनी, सरि, सरिता, सलिला, स्रोतवती, स्रोतस्विनी, ह्रदिनी

A large natural stream of water (larger than a creek).

The river was navigable for 50 miles.
river