ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ଧାନୁଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ଧାନୁଗମନ   ବିଶେଷ୍ୟ

ଅର୍ଥ : ନବୁଝି ନସୁଝି କୌଣସି କଥା ବା ବ୍ୟକ୍ତିଙ୍କର କରାଯାଉଥିବା ଅନୁକରଣ

ଉଦାହରଣ : ଆଜିର ଯୁବପିଢ଼ି ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରୁଛି

ସମକକ୍ଷ : ଅନ୍ଧାନୁକରଣ, ଅନ୍ଧାନୁସରଣ

बिना सोचे समझे किसी बात या व्यक्ति का किया जाने वाला अनुकरण।

आज की युवा पीढ़ी पाश्चात्य सभ्यता का अंधानुकरण कर रही है।
अंधानुकरण, भीड़ानुगमन

The act of imitating the behavior of some situation or some process by means of something suitably analogous (especially for the purpose of study or personnel training).

simulation