ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୈତିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୈତିକ   ବିଶେଷଣ

ଅର୍ଥ : ଯେଉଁଥିରେ ନୈତିକତା ନାହିଁ ବା ଯାହା ନୈତିକ ନୁହେଁ

ଉଦାହରଣ : ଯଦି ରାଷ୍ଟ୍ରର କର୍ଣ୍ଣଧାର ଲାଞ୍ଚ, ଚୋରି ଭଳି ଅନୈତିକ କାମ କରିବେ ତାହେଲେ ଏ ଦେଶର ଅବସ୍ଥା କ’ଣ ହେବ?

ସମକକ୍ଷ : ଅନୀତିପୂର୍ଣ୍ଣ, ଅନୁଚିତ, ନୀତିବିରୋଧ, ନୈତିକହୀନ

जिसमें नैतिकता न हो या जो नैतिक न हो।

जब राष्ट्र के कर्णधार ही घूसखोरी, चोरी जैसे अनैतिक काम करेंगे तो इस देश का क्या होगा!।
अनीतिपूर्ण, अनुचित, अनैतिक, गलत, ग़लत, नीतिविरुद्ध, नैतिकताहीन

Deliberately violating accepted principles of right and wrong.

immoral