ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁମୋଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁମୋଦନ   ବିଶେଷ୍ୟ

ଅର୍ଥ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍‌ ବୋଲି ନିଜର ସ୍ୱୀକୃତି ଦେବା

ଉଦାହରଣ : ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ

ସମକକ୍ଷ : ସମର୍ଥନ

किसी के किए हुए काम या सामने रखे हुए सुझाव को ठीक मानकर अपनी दी हुई स्वीकृति।

हम इस प्रस्ताव का अनुमोदन करते हैं।
अनुमोदन, ताईद, समर्थन, हिमायत

The act of providing approval and support.

His vigorous backing of the conservatives got him in trouble with progressives.
backing, backup, championship, patronage

ଅର୍ଥ : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ

ଉଦାହରଣ : ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ

किसी बात,सुझाव आदि पर प्रसन्नता प्रकट करने की क्रिया या भाव।

मेरे वक्तव्य पर उसकी वाहवाही दिखावटी है।
अनुमोदन, आमोदन, वाहवाही

Enthusiastic approval.

The book met with modest acclaim.
He acknowledged the plaudits of the crowd.
They gave him more eclat than he really deserved.
acclaim, acclamation, eclat, plaudit, plaudits

ଅର୍ଥ : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା

ଉଦାହରଣ : ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ

ସମକକ୍ଷ : ଅଭିପୋଷଣ

प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।

अभी इसका मंत्रीजी से अभिपोषण कराना होगा।
अभिपोषण

Making something valid by formally ratifying or confirming it.

The ratification of the treaty.
Confirmation of the appointment.
confirmation, ratification