ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁମାନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁମାନ କରିବା   କ୍ରିୟାପଦ

ଅର୍ଥ : ଲୁଚାଛପା କଥା ଲକ୍ଷଣରୁ ଜାଣିବା

ଉଦାହରଣ : ଚାକରାଣୀକୁ ଦେଖି ମୁଁ ଅନୁମାନ କରିନେଲି ଯେ ସେ କିଛି ଲୁଚାଉଛି

छिपी हुई बात लक्षणों से समझ लेना।

नौकरानी को देखकर ही मैं भाँप गई कि वह कुछ छिपा रही है।
ताड़ना, भाँपना, भांपना, भापना, लखना

Judge tentatively or form an estimate of (quantities or time).

I estimate this chicken to weigh three pounds.
approximate, estimate, gauge, guess, judge

ଅର୍ଥ : ଅନୁମାନ କରିବା

ଉଦାହରଣ : ଆପଣ ଏହି କଲମର ମୂଲ୍ୟ ଅନୁମାନ କରନ୍ତୁ?

ସମକକ୍ଷ : ଅନ୍ଦାଜକରିବା

अंदाज़ा लगाना।

आप ज़रा इस पेन का मूल्य आँकिए?
आँकना, आंकना, कूतना

Judge tentatively or form an estimate of (quantities or time).

I estimate this chicken to weigh three pounds.
approximate, estimate, gauge, guess, judge

ଅର୍ଥ : କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା

ଉଦାହରଣ : ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି

ସମକକ୍ଷ : ଅନ୍ଦାଜ ଲଗାଇବା, କଳନା କରିବା

बात-चीत करके या अन्य किसी प्रकार से पता लगाना।

गुप्तचर शत्रुपक्ष की शक्ति की टोह ले रहा है।
अहटाना, टटोलना, टोह लेना, टोहना, ठोहना, थाह लेना, थाहना

ଅର୍ଥ : ଏଭଳି ହୋଇପାରେ କିମ୍ବା ଏଭଳି ହେବା ଏହାକୁ ନିଜ ମନରେ ଜାଣିବା

ଉଦାହରଣ : ମଙ୍ଗଳା ଅଧିକତର ଠିକ ଅନୁମାନ କରେ

ସମକକ୍ଷ : ଅଟକଳ କରିବା, ଅନ୍ଦାଜ କରିବା

Judge tentatively or form an estimate of (quantities or time).

I estimate this chicken to weigh three pounds.
approximate, estimate, gauge, guess, judge