ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁପ୍ରସ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁପ୍ରସ୍ଥ   ବିଶେଷଣ

ଅର୍ଥ : ଯାହା ଦିଗ୍‌ବଳୟ ଠାରୁ ସମାନ ଦୂରତ୍ୱରେ ଅଛି

ଉଦାହରଣ : ଦିଗ୍‌ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ

ସମକକ୍ଷ : ଆଡ଼, ଦିଗ୍‌ବଳୟ

जो क्षितिज के समान अन्तर पर हो।

क्षैतिज रेखा और लम्बवत रेखा के मिलन बिन्दु पर नब्बे अंश का कोण बनता है।
अनुप्रस्थ, आड़ा, क्षैतिज, बेड़ा

Parallel to or in the plane of the horizon or a base line.

A horizontal surface.
horizontal

ଅର୍ଥ : ଯାହା ଦିଗନ୍ତ ସହ ସମାନ୍ତର

ଉଦାହରଣ : ଗଣ୍ଡିକୁ ଆନୁଭୂମିକ ଭାବେ କାଟି ତାର ଆଭ୍ୟନ୍ତରୀଣ ସରଞ୍ଚନା ଦେଖିବାପାଇଁ ସଙ୍ଗୀତା ତାକୁ ମାଇକ୍ରୋସ୍କୋପ ଯନ୍ତ୍ର ଉପରେ ରଖିଲା

ସମକକ୍ଷ : ଆନୁଭୂମିକ