ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁପୂରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁପୂରଣ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁରେ ରହିଥିବା କୌଣସି ପ୍ରକାରର ତୃଟି ବା ଅଭାବ ପୂରଣ କରିବା ପାଇଁ ପରେ ସେଥିରେ କିଛି ଅଧିକ ଯୋଡ଼ିବା, ମିଶାଇବା ବା ବଢାଇବା କ୍ରିୟା

ଉଦାହରଣ : ମୁଁ ପ୍ରଥମ ଉତ୍ତରର ଅନୁପୂରଣ କରିବା ଭୁଲିଗଲି

किसी वस्तु में रही किसी प्रकार की त्रुटि या कमी पूरी करने के लिए पीछे से उसमें कुछ और जोड़ने, मिलाने या बढ़ाने की क्रिया।

मैं प्रथम उत्तर का अनुपूरण करना भूल गई।
अनुपूरण

The act of supplementing.

subjoining, subjunction, supplementation