ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁକ୍ତ   ବିଶେଷଣ

ଅର୍ଥ : ଯାହା କୁହାଯାଇ ନାହିଁ

ଉଦାହରଣ : ଅକୁହା କଥାବି ବେଳେ ବେଳେ ହିଂସାତ୍ମକ କାର୍ଯ୍ୟ ସୃଷ୍ଟି କରେ

ସମକକ୍ଷ : ଅକଥିତ, ଅକୁହା, ଅଣକୁହା, ଅବୋଲା

बिना कहा हुआ या जो कहा न गया हो।

अनकही बातें भी कभी-कभी अफ़वाह बनकर फैल जाती हैं।
अकथित, अनकहा, अनबोला, अनभिहित, अनिवेदित, अनुक्त, अबोला, अभाषित

Not made explicit.

The unexpressed terms of the agreement.
Things left unsaid.
Some kind of unspoken agreement.
His action is clear but his reason remains unstated.
unexpressed, unsaid, unspoken, unstated, unuttered, unverbalised, unverbalized, unvoiced

ଅର୍ଥ : ପଛରେ କୁହାଯାଇଥିବା

ଉଦାହରଣ : ମୁଁ ତାର ଅନୁକ୍ତ କଥାଗୁଡ଼ିକ ଶୁଣିନାହିଁ

पीछे से कहा गया।

मैंने उनकी अनूक्त बातें नहीं सुनी।
अनूक्त