ଅର୍ଥ : ଯିଏ ଅନ୍ୟକୁ ଅନୁକରଣ କରେ
ଉଦାହରଣ :
ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
ସମକକ୍ଷ : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
ଅର୍ଥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
ଉଦାହରଣ :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
ସମକକ୍ଷ : ନକଲକାରୀ
ଅର୍ଥ : କାହାର ସମାନ ଆଚରଣ କରିବା ବ୍ୟକ୍ତି
ଉଦାହରଣ :
ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ