ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାରସ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଖଟାମିଠା ଫଳ

ଉଦାହରଣ : ସପୁରିରେ ଭିଟାମିନ୍‌ ସି ଅଧିକ ଥାଏ

ସମକକ୍ଷ : ସପୁରି

एक प्रकार का खटमिट्ठा फल।

अनन्नास में विटामिन सी की अधिकता होती है।
अनन्नास, अनानास, आनानास

Large sweet fleshy tropical fruit with a terminal tuft of stiff leaves. Widely cultivated.

ananas, pineapple

ଅର୍ଥ : ଯେଉଁ ଛୋଟ ଗଛରେ ଖଟାମିଠା ଫଳ ଫଳିଥାଏ

ଉଦାହରଣ : ସପୁରି ଗଛର ପତ୍ର କଣ୍ଟାଳିଆ

ସମକକ୍ଷ : ସପୁରି

एक छोटा पौधा जिसमें खटमीठे फल लगते हैं।

अनन्नास की पत्तियाँ कँटीली होती हैं।
अनन्नास, अनानास, आनानास

A tropical American plant bearing a large fleshy edible fruit with a terminal tuft of stiff leaves. Widely cultivated in the tropics.

ananas comosus, pineapple, pineapple plant