ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନର୍ଥ   ବିଶେଷ୍ୟ

ଅର୍ଥ : ଯାହା ପ୍ରକୃତ ଅର୍ଥ ତାହାର ଓଲଟା ଅର୍ଥ

ଉଦାହରଣ : ପ୍ରକୃତ ଅର୍ଥ ଅଭାବରେ ଅନର୍ଥ ହେବାର ସମ୍ଭାବନା ରହିଛି

ସମକକ୍ଷ : ଓଲ୍ଟା ଅର୍ଥ, ବିପରୀତ ଅର୍ଥ

जो अर्थ हो उसका उलटा अर्थ।

सही अर्थ के अभाव में अनर्थ की संभावना रहती है।
अनर्थ, उल्टा अर्थ, विपरीत अर्थ

ଅର୍ଥ : କୌଣସି କାର୍ଯ୍ୟର କ୍ଷତି ବା ଖରାପ

ଉଦାହରଣ : ବଡ଼ ଅନର୍ଥ ହୋଇଗଲା ! ଶ୍ୟାମଳୀର ବାପା ଏବେ ନାହାନ୍ତି

किसी कार्य की हानि या बिगाड़।

बड़ा अनर्थ हो गया ! श्यामली के पिता अब नहीं रहे।
अनर्थ