ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନଧିକାରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନଧିକାରତା   ବିଶେଷ୍ୟ

ଅର୍ଥ : ଅଧିକାରହୀନ ହେବା ଅବସ୍ଥା ବା ପ୍ରଭୁତ୍ୱର ଅଭାବ

ଉଦାହରଣ : ଏହି ସମ୍ପତ୍ତି ଉପରେ ତାହାର ଅଧିକାରହୀନତା ପ୍ରମାଣିତ ହେବାପରେ ତାକୁ ନିଜର ଦାବି ଛାଡ଼ିବାକୁ ପଡ଼ିଲା

ସମକକ୍ଷ : ଅଧିକାରହୀନତା, ଅନଧିକାରିତା

अधिकारहीन होने की अवस्था या अधिकार का न होना या प्रभुत्व का अभाव।

इस संपत्ति पर उसकी अधिकारहीनता साबित होने पर उसे अपना दावा छोड़ना पड़ा।
अधिकार-रहितता, अधिकाररहितता, अधिकारहीनता, अनधिकार, अनधिकारिता

The quality of lacking strength or power. Being weak and feeble.

impotence, impotency, powerlessness