ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିମାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିମାସ   ବିଶେଷ୍ୟ

ଅର୍ଥ : ପ୍ରତି ତୃତୀୟ ବର୍ଷରେ ପଡୁଥିବା ସେହି ବଢ଼ା ହୋଇଥିବା ଅଧିକ ଚାନ୍ଦ୍ରମାସ ଯାହା ଦୁଇ ସଂକ୍ରାନ୍ତି ମଝିରେ ପଡ଼େ

ଉଦାହରଣ : ଆମର ଏଠାରେ ବୈତରିଣୀକୂଳରେ ପ୍ରତ୍ୟେକ ତିନି ବର୍ଷରେ ଥରେ ମଳମାସ ମେଳା ହୁଏ

ସମକକ୍ଷ : ମଳମାସ

प्रति तीसरे वर्ष पड़ने वाला वह बढ़ा हुआ या अधिक चान्द्र मास जो दो संक्रान्तियों के बीच में पड़ता है।

हमारे यहाँ गंगाजी के किनारे प्रत्येक तीसरे साल मलमास का मेला लगता है।
अधि-मास, अधिक-मास, अधिकमास, अधिमास, अवम, असंक्रांत मास, असंक्रांतिमास, असंक्रान्तिमास, पुरुषोत्तम महीना, पुरुषोत्तम मास, मल-मास, मलमास, लौंदमास