ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିମାଂସକ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିମାଂସକ ରୋଗ   ବିଶେଷ୍ୟ

ଅର୍ଥ : କଫ ବିକାରରୁ ଉତ୍ପନ୍ନ ହେଉଥିବା ଏକ ରୋଗ

ଉଦାହରଣ : ଅଧିମାଂସକ ରୋଗରେ ଅତ୍ୟଧିକ ପୀଡ଼ା ହୋଇ ନିମ୍ନ ଦାନ୍ତମାଢ଼ି ଫୁଲିଯାଏ ଓ ମୁଁହରୁ ଲାଳ ବାହାରେ

कफ के विकार से उत्पन्न एक रोग।

अधिमांसक में नीचे की दाढ़ में विशेष पीड़ा और सूजन होकर मुँह से लार निकलती है।
अधिमांसक