ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିବେଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିବେଶନ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ

ଉଦାହରଣ : କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା

ସମକକ୍ଷ : ବୈଠକ, ସଭା

किसी विषय विशेष पर चर्चा करने के लिए आयोजित की गई बैठक।

किसानों के राष्ट्रीय अधिवेशन में किसान संबंधी समस्याओं पर विचार-विमर्श किया गया।
अंजुमन, अधिवेशन, असेंबली, असेम्बली, आसथान, आस्था, आस्थान, इजलास, जलसा, बैठक, बज़्म, मंडली, मजलिस, मण्डली, महफ़िल, महफिल, सभा

A prearranged meeting for consultation or exchange of information or discussion (especially one with a formal agenda).

conference

ଅର୍ଥ : ନିରନ୍ତର କିଛି ଦିନ ପର୍ଯ୍ୟନ୍ତ ହେଉଥିବା ସଂସଦ ଆଦିର ଏକ ବୈଠକ

ଉଦାହରଣ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି

ସମକକ୍ଷ : ବୈଠକ

निरंतर कुछ दिनों तक होने वाली संसद आदि की एक बार की बैठक।

संसद का शीतकालीन अधिवेशन शुरू हो गया है।
अधिवेशन, सत्र, सेशन

A meeting for execution of a group's functions.

It was the opening session of the legislature.
session

ଅର୍ଥ : ଯେଉଁ ନର୍ଦ୍ଦିଷ୍ଟ ସମୟରେ କୌଣସି କାମ ଥରେ ଆରମ୍ଭହୋଇ କିଛି ସମୟ ଯାଏଁ ଚାଲୁଥାଏ

ଉଦାହରଣ : ବିଦ୍ୟାଳୟର ପାଠ୍ୟ ଅଧିବେଶନ ସମାପ୍ତ ହେବାକୁ ଯାଉଛି

ସମକକ୍ଷ : କାର୍ଯ୍ୟକାଳ

वह नियत काल जिसमें कोई कार्य एक बार आरंभ होकर कुछ समय तक बराबर होता रहता है।

विद्यालय का सत्र समाप्त होने को है।
सत्र, सेशन

A limited period of time.

A prison term.
He left school before the end of term.
term