ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିବାଚକ ଶବ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିବାଚକ ଶବ୍ଦ   ବିଶେଷ୍ୟ

ଅର୍ଥ : ଯେଉଁ ଶବ୍ଦ ଦିଆଯାଇଥିବା ଅନ୍ୟ ଶବ୍ଦର ସଂବନ୍ଧ ଦୃଷ୍ଟିରୁ ଅଧିକ ବ୍ୟାପକ

ଉଦାହରଣ : କାର୍ ଓ ବାହନ ମଧ୍ୟରେ ବାହନ ଅଧିବାଚକ ଶବ୍ଦ

ସମକକ୍ଷ : ଅଧିବାଚକ

वह शब्द जो किसी दिए गए शब्द के संबंध की दृष्टि से अधिक व्यापक हो।

कार और वाहन में वाहन अधिवाचक है।
अधिवाचक, अधिवाचक शब्द

A word that is more generic than a given word.

hypernym, superordinate, superordinate word