ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିନିୟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିନିୟମ   ବିଶେଷ୍ୟ

ଅର୍ଥ : ସଂସଦ ଆଦିଦ୍ୱାରା ହୋଇଥିବା ନିୟମ

ଉଦାହରଣ : ସରକାର ନିଜର ସୁବିଧାଅନୁସାରେ ଅଧିନିୟମକୁ ବଦଳାଇପାରନ୍ତି

ସମକକ୍ଷ : ଆକ୍‌ଟ

संसद आदि के द्वारा बनाया हुआ नियम।

सरकार अपनी सुविधानुसार अधिनियमों को बदल सकती है।
अधिनियम, अधिनियमय, एक्ट, ऐक्ट

A legal document codifying the result of deliberations of a committee or society or legislative body.

act, enactment

ଅର୍ଥ : ଯେଉଁ ନିୟମ କୌଣସି ବିଶେଷାଜ୍ଞା ଅଥବା ନିଶ୍ଚିତତା ଅନୁସାରେ କୌଣସି ପ୍ରକାରର ବ୍ୟବସ୍ଥା ବା ପ୍ରବନ୍ଧପାଇଁ ତିଆରି ହୋଇଥାଏ

ଉଦାହରଣ : ପ୍ରାୟତଃ ଅଧିନିୟମଗୁଡ଼ିକର ସମୁଚିତ ପ୍ରଣୟନ ହୋଇପାରେନାହିଁ

वह नियम जो किसी विशेषाज्ञा अथवा निश्चय के अनुसार किसी प्रकार की व्यवस्था या प्रबंध के लिए बना हो।

प्रायः अधिनियमयों का समुचित कार्यान्वयन नहीं हो पाता है।
अधिनियमय

An authoritative rule.

ordinance, regulation