ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିଶୟୋକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିଶୟୋକ୍ତି   ବିଶେଷ୍ୟ

ଅର୍ଥ : ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ

ଉଦାହରଣ : ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା

ସମକକ୍ଷ : ଅତିଶୟୋକ୍ତି ଅଳଙ୍କାର

एक अलंकार जिसमें भेद में अभेद, असंबंध में संबंध आदि दिखाकर किसी वस्तु का बहुत बढ़ाकर वर्णन होता है।

आदिकालीन कवियों की रचनाएँ अतिशयोक्ति अलंकार से भरी पड़ी हैं।
अतिशयोक्ति, अतिशयोक्ति अलंकार

Extravagant exaggeration.

exaggeration, hyperbole

ଅର୍ଥ : କୌଣସି ବସ୍ତୁକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଥିବା ଅର୍ଥାଳଙ୍କାର

ଉଦାହରଣ : ଏହି କବିତାରେ ନାୟିକାର ରୂପ ବର୍ଣ୍ଣନା ପାଇଁ ଅତିଶୟୋକ୍ତିର ବ୍ୟବହାର ହୋଇଛି

ଅର୍ଥ : ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା

ଉଦାହରଣ : ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା

ସମକକ୍ଷ : ଅତିରଞ୍ଜନ ଅତ୍ୟୁକ୍ତି

बहुत बढ़ा-चढ़ाकर या अपनी ओर से बहुत-कुछ मिलाकर कही हुई बात।

उनका भाषण अतिशयोक्ति से पूर्ण था।
अतिरंजना, अतिशयोक्ति, अत्युक्ति, मिर्च मसाला

Making to seem more important than it really is.

exaggeration, magnification, overstatement