ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିକ୍ରମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିକ୍ରମଣ   ବିଶେଷ୍ୟ

ଅର୍ଥ : ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା

ଉଦାହରଣ : ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ

ସମକକ୍ଷ : ଅଭିଲଙ୍ଘନ, ଉଲଙ୍ଘନ, ଲଙ୍ଘନ

अपने कार्य, अधिकार क्षेत्र आदि की सीमा पार करके ऐसी जगह पहुँचने की क्रिया, जहाँ जाना या रहना अनुचित, मर्यादा-विरुद्ध या अवैध हो।

सीमा पर अतिक्रमण रोकने के लिए भारतीय जवान मुस्तैद हैं।
अतिक्रम, अतिक्रमण, अपचरण, अपचार, अभिलंघन, अभिलङ्घन, अवदान, उलंघन, उल्लंघन, लंघन, लङ्घन, व्युत्क्रम, व्युत्क्रमण

Entry to another's property without right or permission.

encroachment, intrusion, trespass, usurpation, violation