ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣୁ   ବିଶେଷ୍ୟ

ଅର୍ଥ : କୌଣସି ତତ୍ତ୍ୱ ବା ଯୌଗିକ ରୂପର ଅନେକ ସାଧାରଣ ଏବଂ ସରଂଚନାତ୍ମକ ଏକକ

ଉଦାହରଣ : ଅଣୁକୁ ଅଣୁବୀକ୍ଷଣଦ୍ୱାରା ହିଁ ଦେଖାଯାଇପାରେ

ସମକକ୍ଷ : ମଲିକ୍ୟୁଲ୍‌

किसी तत्व या यौगिक की बहुत ही साधारण एवं संरचनात्मक इकाई।

अणु को सूक्ष्मदर्शी द्वारा ही देखा जा सकता है।
अणु, मॉलिक्यूल

(physics and chemistry) the simplest structural unit of an element or compound.

molecule

ଅର୍ଥ : ଅତି ଛୋଟ ଟୁକୁରା

ଉଦାହରଣ : ପ୍ରତି କଣିକାରେ ଭଗବାନ ବ୍ୟାପିରହିଛନ୍ତି

ସମକକ୍ଷ : କଣିକା

अत्यंत छोटा टुकड़ा।

कण-कण में भगवान व्याप्त हैं।
अणु, कण, कन, जर्रा, ज़र्रा, रेजा, लेश

(nontechnical usage) a tiny piece of anything.

atom, corpuscle, molecule, mote, particle, speck

ଅର୍ଥ : ଛୋଟ କଣିକା

ଉଦାହରଣ : ମୋ ଆଖିରେ ବାଲିକଣିକା ପଡ଼ିଯାଇଛି

ସମକକ୍ଷ : କଣିକା, ରେଣୁ

छोटा कण।

मेरी आँख में बालू की कणी पड़ गई।
कणिका, कणी, कनकी, किनकी, छोटा कण, रेणु, रेनु