ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣା   ବିଶେଷ୍ୟ

ଅର୍ଥ : ଟଙ୍କାର ଷୋହଳ ଭାଗରୁ ଏକଭାଗ

ଉଦାହରଣ : ଭିକାରୀର ତାଟିଆ ଆଠ ଅଣା ଓ ଚାରି ଅଣାରେ ଭରି ଯାଇଛି ଆଜିକାଲି ଅଣାର ପ୍ରଚଳନ ପ୍ରାୟ ସମାପ୍ତ ହୋଇଗଲାଣି

एक रुपये का सोलहवाँ भाग।

भिखारी का कटोरा आठ आने और चार आने के सिक्कों से भरा हुआ था।
आजकल आने का प्रचलन लगभग समाप्त सा हो गया है।
आणक, आना

ଅର୍ଥ : କୌଣସି ବସ୍ତୁ ଆଦିର ଷୋହଳ ଭାଗରୁ ଏକ ଭାଗ

ଉଦାହରଣ : ପର୍ଯ୍ୟାପ୍ତ ବର୍ଷା ନ ହେବା କାରଣରୁ ଏହି ବର୍ଷ ମାତ୍ର ଆଠ ଅଣା ଫସଲ ହେବାର ଆଶା ଅଛି

किसी वस्तु आदि का सोलहवाँ भाग।

पर्याप्त वर्षा न होने के कारण इस वर्ष सिर्फ आठ आने ही फसल होने की उम्मीद है।
आना