ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଝଟ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଝଟ ହେବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷପାଇଁ ପିଲା ବା ସ୍ତ୍ରୀମାନଙ୍କ ଭଳି ଜିଦ୍ କରିବା

ଉଦାହରଣ : ଦେବିକା ତାର ପ୍ରତ୍ୟେକ କଥା ପୂରଣ ହେବାପାଇଁ ମାଆଙ୍କ ଆଗରେ ଅଳି କରେ

ସମକକ୍ଷ : ଅଳି କରିବା, କଟାଳ କରିବା

किसी चीज़ के लिए बालकों या स्त्रियों की तरह हठ करना।

देविका अपनी हर बात मनवाने के लिए माँ के सामने मचलती है।
मचलना