ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଛୁଆଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଛୁଆଁ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ଚତୁର୍ଥ ତଥା ଶେଷ ବର୍ଣ୍ଣର ବ୍ୟକ୍ତି

ଉଦାହରଣ : ଆଜି ବି ଗାଁର କିଛି ଲୋକ ଶୂଦ୍ରମାନଙ୍କୁ ଛୁଇଁବା ପାପ ବୋଲି ଭାବନ୍ତି

ସମକକ୍ଷ : ଅଚ୍ଛୁତ, ଅନ୍ତେବାସୀ, ଶୂଦ୍ର

हिन्दुओं के चार वर्णों में से चौथे और अंतिम वर्ण का व्यक्ति।

आज भी कुछ लोग शूद्रों को छूना पाप समझते हैं।
अंतेवासी, अंत्यज, अछूत, अन्तेवासी, अन्त्यज, पादज, महत्तर, मार्जारीय, मार्जालीय, वृषल, शूद्र

A member of the lowest or worker Hindu caste.

shudra, sudra

ଅର୍ଥ : ଯାହାକୁ ଛୁଇଁବା ଅନୁଚିତ ବା ଯାହା ଛୁଇଁବା ଯୋଗ୍ୟ ନୁହେଁ

ଉଦାହରଣ : ଅସ୍ପୃଶ୍ୟଙ୍କ ପ୍ରତି ହେଉଥିବା ଅବିଚାର ଆଜିକାଲି କମିଗଲାଣି

ସମକକ୍ଷ : ଅଛୁତ, ଅସ୍ପୃଶ୍ଯ

वह जिसे छूना नहीं चाहिए या वह जो न छूने योग्य हो।

अछूत के छू जाने के कारण वह नहाने गई है।
अंतावशायी, अछूत, अन्तावशायी, अपरस, अस्पर्शनीय, अस्पृश्य

Belongs to lowest social and ritual class in India.

harijan, untouchable

ଅଛୁଆଁ   ବିଶେଷଣ

ଅର୍ଥ : ଯାହା କାମରେ ଲଗାଯାଇ ନ ପାରେ

ଉଦାହରଣ : ତାର ଜୀବନ ଆଧ୍ୟାତ୍ମିକ ବିଷୟରୁ ଅଛୁଆଁ ରହିଲା

जो बरता या काम में न लाया गया हो।

उसका जीवन अध्यात्म से अछूता रहा।
अछूता, अनछुआ, अभोग, इलाहीमुहर

Not having come in contact.

untouched

ଅର୍ଥ : ଯାହା ଛୁଆଁ ଯାଇନାହିଁ

ଉଦାହରଣ : ଡବାରେ ରଖାଯାଇଥିବା ମିଠେଇ ଅଛୁଆଁ ମୋ ଜୀବନର କିଛି ଅସ୍ପର୍ଶିତ ପକ୍ଷ ମଧ୍ୟ ଅଛି

ସମକକ୍ଷ : ଅସ୍ପର୍ଶିତ