ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚାନକ ଆସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚାନକ ଆସିବା   କ୍ରିୟାପଦ

ଅର୍ଥ : ପୂର୍ବ ସୂଚନା ନଦେଇ ଏକାଏକା ଆସିଯିବା ବା ଅବାଞ୍ଛିତ ରୂପରେ ଆସି ପହଞ୍ଚିଯିବା

ଉଦାହରଣ : ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍‌ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ

ସମକକ୍ଷ : ସହସା ଆସିବା, ହଠାତ୍‌ ପହଞ୍ଚିଯିବା

बिना सूचना दिये एकाएक आ जाना या अवांछित रूप से आ पहुँचना।

अभी हम सपरिवार गोवा जाने का कार्यक्रम बना ही रहे थे कि दिल्लीवाली मौसी धमक पड़ी।
अचानक आना, आ टपकना, आ धमकना, आ पहुँचना, जा पहूँचना, टपक पड़ना, धमक पड़ना, सहसा आना

Appear suddenly or unexpectedly.

The farm popped into view as we turned the corner.
He suddenly popped up out of nowhere.
crop up, pop, pop up