ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗିରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗିରସ   ବିଶେଷ୍ୟ

ଅର୍ଥ : ଜଣେ ପୌରାଣିକ ଋଷି

ଉଦାହରଣ : ଅଙ୍ଗିରସଙ୍କ ବିବାହ କଶ୍ୟପଙ୍କ ସଉତୁଣୀମାଙ୍କ ଝିଅ ଭଉଣୀସହ ହୋଇଥିଲା

ସମକକ୍ଷ : ଅଙ୍ଗିରସ ଋଷି

ଅର୍ଥ : ଜଣେ ପୌରାଣିକ ଋଷି

ଉଦାହରଣ : ସଂବର୍ତ ଋଷି ଅଙ୍ଗିରା ଋଷିଙ୍କ ପୁତ୍ର ଥିଲେ

ସମକକ୍ଷ : ଅଙ୍ଗିରସ ଋଷି, ଆଙ୍ଗିରସ, ଆଙ୍ଗିରସ ଋଷି, ସଂବର୍ତ, ସଂବର୍ତ ଋଷି, ସମ୍ବର୍ତ, ସମ୍ବର୍ତ ଋଷି

एक पौराणिक ऋषि।

संवर्त अँगिरा ऋषि के पुत्र थे।
आँगिरस, आँगिरस ऋषि, आंगिरस, आंगिरस ऋषि, संवर्त, संवर्त ऋषि

A mentor in spiritual and philosophical topics who is renowned for profound wisdom.

sage

ଅଙ୍ଗିରସ   ବିଶେଷଣ

ଅର୍ଥ : ଅଙ୍ଗିରା ଋଷିଙ୍କର ବା ତାଙ୍କ ସହ ସମ୍ବନ୍ଧିତ

ଉଦାହରଣ : ପଣ୍ଡିତ ଜଣେ ଅଙ୍ଗିରସ କାହାଣୀ ଶୁଣାଉଛନ୍ତି

ସମକକ୍ଷ : ଅଂଗିରସ

अंगिरा ऋषि का या उनसे संबंधित।

पंडितजी एक आँगिरस कहानी सुना रहे हैं।
आँगिरस, आंगिरस