ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗରକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗରକ୍ଷକ   ବିଶେଷ୍ୟ

ଅର୍ଥ : କାହାର ଶରୀର ରକ୍ଷା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି

ଉଦାହରଣ : ଇନ୍ଦିରାଗାନ୍ଧୀଙ୍କ ଅଙ୍ଗରକ୍ଷକହିଁ ତାଙ୍କୁ ହତ୍ୟା କଲା

ସମକକ୍ଷ : ଅଙ୍ଗରକ୍ଷୀ, ବଡ଼ିଗାର୍ଡ଼

वह सैनिक या सेवक जो किसी व्यक्ति विशेष की रक्षा के निमित्त उनके साथ रहते हों।

इन्दिरा गाँधी की हत्या उनके अङ्गरक्षकों ने ही कर दी।
विशेष सुरक्षा समूह के सैनिक प्रधानमन्त्री के अङ्गरक्षक होते हैं।
अंगरक्षक, अंगसंरक्षी, अङ्गरक्षक, तनूपान, बॉडीगार्ड, सुरक्षागार्ड

Someone who escorts and protects a prominent person.

bodyguard, escort

ଅଙ୍ଗରକ୍ଷକ   ବିଶେଷଣ

ଅର୍ଥ : ଅଂଗର ସୁରକ୍ଷା କରୁଥିବାଲୋକ

ଉଦାହରଣ : କବଚ ଏକ ଅଙ୍ଗରକ୍ଷକ ବସ୍ତୁ

ସମକକ୍ଷ : ଅଙ୍ଗସୁରକ୍ଷା

अंग की सुरक्षा करनेवाला।

कवच एक अंगसंरक्षी वस्तु है।
अंगरक्षक, अंगसंरक्षी