ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରହଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରହଣୀୟ   ବିଶେଷଣ

ଅର୍ଥ : ଯାହାକୁ ନିଆ ଯାଇନାହିଁ ବା ଗ୍ରହଣ କରାଯାଇନାହିଁ

ଉଦାହରଣ : ଅଗୃହୀତ ବସ୍ତୁଗୁଡ଼ିକୁ ଫେରସ୍ତ କରି ଦିଆଗଲା

ସମକକ୍ଷ : ଅଗୃହୀତ

जो न लिया गया हो या जिसको ग्रहण न किया गया हो।

अग्रहीत वस्तुओं को वापस कर दिया गया।
अग्रहीत, अप्रतिगृहीत

ଅର୍ଥ : ଯାହା ନେବା ବା ଗ୍ରହଣ କରିବା ଯୋଗ୍ୟନାହିଁ

ଉଦାହରଣ : ତିରସ୍କାରପୂର୍ବକ ଦିଆ ଯାଉଥିବା କୌଣସି ବି ବସ୍ତୁ ଅଗ୍ରାହ୍ୟ

ସମକକ୍ଷ : ଅଗ୍ରାହ୍ୟ

जो लेने या ग्रहण करने योग्य न हो।

तिरस्कारपूर्वक दी गई कोई भी वस्तु अग्राह्य है।
अग्रहणीय, अग्रह्य, अग्राह्य

ଅର୍ଥ : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ

ଉଦାହରଣ : ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?

ସମକକ୍ଷ : ଅଗ୍ରାହ୍ୟ, ଅମାନ୍ୟ, ଅସ୍ୱୀକାର୍ଯ୍ୟ

जो लेने या स्वीकार करने के योग्य न हो।

आप बार-बार अस्वीकार्य सुझाव ही क्यों देते हैं।
अमान्य, अस्वीकरणीय, अस्वीकार्य