ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରଦୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରଦୂତ   ବିଶେଷ୍ୟ

ଅର୍ଥ : କାହାରି ଆସିବା ଆଗରୁ ଯେ ଆସି ଅନ୍ୟ ବିଷୟରେ ସୂଚନା ଦେଇଥାଏ

ଉଦାହରଣ : ଲଙ୍କା ବିଜୟ ପରେ ପ୍ରଭୁ ରାମ ଅଗ୍ରଦୂତ କରି ହନୁମାନଙ୍କୁ ଅଯୋଧ୍ୟାକୁ ପଠାଇଥିଲେ

वह जो किसी से पहले आकर उसके आने की सूचना दे।

लंका विजय के बाद प्रभु राम ने हनुमान को अग्रदूत बनाकर अयोध्या भेजा।
अग्रदूत, अग्रिम संदेश वाहक, पुरोगामी, पुरोगामी दूत

A person who goes before or announces the coming of another.

forerunner, precursor