ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗିୟା   ବିଶେଷ୍ୟ

ଅର୍ଥ : ଘୋଡ଼ା ଓ ବଳଦଙ୍କର ଏକ ରୋଗ

ଉଦାହରଣ : ସହିସ ଘୋଡ଼ାର ଅଗିଆରେ ଔଷଧ ଲଗାଉଛି

ସମକକ୍ଷ : ଅଗିଆ

घोड़ों तथा बैलों का एक रोग।

सहिस घोड़े के अगिया में दवाई लगा रहा है।
अगिया

ଅର୍ଥ : ଏକ ପ୍ରକାରର ଘାସ

ଉଦାହରଣ : କୋଦୋ ତଥା ଜୋଆର ଗଛକୁ ଅଗିୟା ଘାସ ଜାଳିଦିଏ

ସମକକ୍ଷ : ଅଗିୟା ଘାସ

एक प्रकार की घास।

अगिया कोदों तथा ज्वार के पौंधों को जला देती है।
अगिया, अगिया घास, शबल

ଅର୍ଥ : ଗୋଟିଏ ପୋକ

ଉଦାହରଣ : ଅଗିୟା ସଂସ୍ପର୍ଶରେ ଶରୀରରେ ଘାଆ ହୋଇଯାଏ

ସମକକ୍ଷ : ବିଣ୍ଡୁଲ

एक कीड़ा।

विंडुल के स्पर्श से शरीर में फफोले पड़ जाते हैं।
अगिया, विंडुल