ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗଣିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗଣିତ   ବିଶେଷଣ

ଅର୍ଥ : ଯାହା ଗଣା ଯାଇନାହିଁ

ଉଦାହରଣ : ଏହି ଥଳିରେ ଅଗଣା ପଇସା ରଖାଯାଇଛି

ସମକକ୍ଷ : ଅଗଣା, ଅସୁମାରି

जिसे गिना न गया हो।

अनगिने पैसे इस थैली में रखे गए हैं।
अगणित, अगनित, अनगणित, अनगनित, अनगा, अनगिना

ଅର୍ଥ : ଯାହା ଗଣାଯାଇପାରେ ନାହିଁ

ଉଦାହରଣ : ଆଜି ସଭାରେ ଅସଂଖ୍ୟ ବ୍ୟକ୍ତି ଯୋଗ ଦେଇଥିଲେ

ସମକକ୍ଷ : ଅଗଣନ, ଅଗଣନୀୟ, ଅଶେଷ, ଅସଂଖ୍ୟ, ବେସୁମାରୀ

Too numerous to be counted.

Countless hours.
An infinite number of reasons.
Innumerable difficulties.
The multitudinous seas.
Myriad stars.
countless, infinite, innumerable, innumerous, multitudinous, myriad, numberless, uncounted, unnumberable, unnumbered, unnumerable