ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗଣା   ବିଶେଷ୍ୟ

ଅର୍ଥ : ଘର ମଝିରେଥିବା ଖୋଲା ସ୍ଥାନ

ଉଦାହରଣ : ପିଲାମାନେ ଅଗଣାରେ ଖେଳୁଛନ୍ତି

घर के बीच का खुला भाग।

बच्चे आँगन में खेल रहे हैं।
अँगनई, अँगना, अँगनाई, अँगनैया, अंगन, अंगनई, अंगना, अंगनाई, अंगनैया, अजिर, आँगन, आंगन, चौक, प्रांगण, सहन

ଅଗଣା   ବିଶେଷଣ

ଅର୍ଥ : ଯାହା ଗଣା ଯାଇନାହିଁ

ଉଦାହରଣ : ଏହି ଥଳିରେ ଅଗଣା ପଇସା ରଖାଯାଇଛି

ସମକକ୍ଷ : ଅଗଣିତ, ଅସୁମାରି

जिसे गिना न गया हो।

अनगिने पैसे इस थैली में रखे गए हैं।
अगणित, अगनित, अनगणित, अनगनित, अनगा, अनगिना