ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷର   ବିଶେଷ୍ୟ

ଅର୍ଥ : ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ

ଉଦାହରଣ : ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି

शब्द का वह अंश जिसका उच्चारण श्वास के एक झटके में होता है।

राम शब्द में दो अक्षर हैं।
अक्षर, आखर, हरफ, हरफ़, हर्फ, हर्फ़

A unit of spoken language larger than a phoneme.

The word `pocket' has two syllables.
syllable

ଅର୍ଥ : ଯାହା ଟାଇପ ରାଇଟରରେ ଟାଇପ କରାଯାଏ

ଉଦାହରଣ : ଶୀର୍ଷକକୁ ମୋଟା ଅକ୍ଷରରେ ଟାଇପ କର

वह जो टंकण-यंत्र से टंकित किया जाए।

शीर्षक को मोटे टंक में टंकित करो।
टंक, टङ्क, टाइप

Printed characters.

Small type is hard to read.
type

ଅର୍ଥ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ

ଉଦାହରଣ : ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ

ସମକକ୍ଷ : ବର୍ଣ୍ଣ

वर्णमाला का कोई स्वर या व्यंजन वर्ण।

अ, आ, क, ख, आदि अक्षर हैं।
अक्षर, अर्ण, आखर, लिपि, वर्ण, हरफ, हरफ़, हर्फ, हर्फ़

The conventional characters of the alphabet used to represent speech.

His grandmother taught him his letters.
alphabetic character, letter, letter of the alphabet