ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷରେଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷରେଖା   ବିଶେଷ୍ୟ

ଅର୍ଥ : ଭୂଗୋଳରେ ପୃଥିବୀ ଉପରେ ପୂର୍ବରୁ ପଶ୍ଚିମକୁ ଯାଇଥିବା ସମାନ ଅନ୍ତରର ଏକ କାଳ୍ପନିକ ରେଖା

ଉଦାହରଣ : ସେ ଭୌଗୋଳିକ ମାନଚିତ୍ରରେ ଅକ୍ଷାଂଶ ରେଖାର ସ୍ଥିତି ଦେଖୁଛି

ସମକକ୍ଷ : ଅକ୍ଷାଂଶ ରେଖା

भूगोल में पृथ्वी पर पूर्व से पश्चिम गई हुई समान अन्तरवाली (काल्पनिक) रेखा।

वह भौगोलिक मानचित्र में अक्षांश रेखा की स्थिति देख रहा है।
अक्ष रेखा, अक्षांतर, अक्षांश, अक्षांश रेखा, अक्षान्तर

An imaginary line around the Earth parallel to the equator.

latitude, line of latitude, parallel, parallel of latitude

ଅର୍ଥ : କୌଣସି ଗୋଲ ପଦାର୍ଥରକେନ୍ଦ୍ର ଦେଇ ଦୁଇ ପୃଷ୍ଠକୁ ସିଧା ଛୁଉଁଥିବା ସରଳ ରେଖା

ଉଦାହରଣ : ଶ୍ୟାମ ରେଖାଗଣିତ ଅନ୍ତର୍ଗତ ଅକ୍ଷରେଖାର ଅଧ୍ୟୟନ କରୁଛନ୍ତି

ସମକକ୍ଷ : କ୍ଷୈତିଜ ରେଖା

वह सीधी रेखा जो किसी गोल पदार्थ के केन्द्र से दोनों पृष्ठों पर सीधी गिरती है।

श्याम रेखागणित के अंतर्गत क्षैतिज रेखा का अध्ययन कर रहा है।
अक्ष रेखा, क्षैतिज रेखा

A spatial location defined by a real or imaginary unidimensional extent.

line