ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକୁଳୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକୁଳୀନ   ବିଶେଷ୍ୟ

ଅର୍ଥ : ନିମ୍ନ କୁଳରେ ଜନ୍ମଗ୍ରହଣ କରିଥିବା ଲୋକ

ଉଦାହରଣ : ସେ ଅହଂକାରବଶବର୍ତ୍ତୀ ହୋଇ ଅକୁଳୀନମାନଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି

ସମକକ୍ଷ : ଅକୁଳୀନ ବ୍ୟକ୍ତି

निम्न कुल में जन्मा व्यक्ति।

वह अहंकारवश अकुलीनों को हेय दृष्टि से देखता है।
अकुली, अकुलीन, अकुलीन व्यक्ति, अरजल, छुतिहर

ଅକୁଳୀନ   ବିଶେଷଣ

ଅର୍ଥ : ଯେ ଛୋଟ,ନୀଚ ବା ତୁଚ୍ଛ କୁଳ ବା ବଂଶର ହୋଇଥାଏ

ଉଦାହରଣ : ଏବେ ବି କିଛି ରୁଢ଼ିବାଦୀ ବ୍ରାହ୍ମଣ ଅକୁଳୀନ ବ୍ୟକ୍ତିଙ୍କ ଠାରୁ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ

ସମକକ୍ଷ : ଛୋଟଜାତି, ନିମ୍ନ ବଂଶୀୟ

जो छोटे,नीच या तुच्छ कुल या वंश का हो।

आज भी कुछ रूढ़िवादी ब्राह्मण अकुलीन व्यक्तियों के यहाँ पानी तक पीना पसंद नहीं करते।
अकुल, अकुली, अकुलीन, छुतिहर, निम्न कुलीन, निम्न वंशीय

Of humble birth or origins.

A topsy-turvy society of lowborn rich and blue-blooded poor.
lowborn