ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକାରଣରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକାରଣରେ   କ୍ରିୟା ବିଶେଷଣ

ଅର୍ଥ : ବିନା ପ୍ରୟୋଜନରେ

ଉଦାହରଣ : ଅକାରଣରେ କୌଣସି କାର୍ଯ୍ୟ କରିବା ଉଚିତ୍‌ ନୁହେଁ

ସମକକ୍ଷ : ଅନାବଶ୍ୟକଭାବେ, ଆବଶ୍ୟକତାହୀନଭାବେ, କାରଣହୀନଭାବେ, ପ୍ରୟୋଜନହୀନଭାବେ

Without good reason.

One cannot say such things lightly.
lightly

ଅର୍ଥ : ବିନା କାରଣରେ

ଉଦାହରଣ : ଅକାରଣରେ ସେ ଏଠାକୁ ଆସିଥିଲା

ସମକକ୍ଷ : ଅଯଥାରେ, ଉଦ୍ଦେଶ୍ୟହୀନ ଭାବରେ, କାରଣହୀନ ଭାବରେ

बिना किसी कारण के।

वह बेवजह यहाँ-वहाँ घूम रहा था।
अकारण ही वह यहाँ आया था।
अकारण, अनिमित्त, कारणहीनतः, निष्कारण, बिना मतलब, बिना वजह, बेकार में, बेकार ही, बेमतलब, बेवजह

Without good reason.

One cannot say such things lightly.
lightly