ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂଶୁମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂଶୁମାନ   ବିଶେଷ୍ୟ

ଅର୍ଥ : ଇକ୍ଷ୍ବାକୁ ବଂଶର ଜଣେ ରାଜା ଯେ ରାମଙ୍କ ପୂର୍ବଜ ଓ ଅସମଞ୍ଜଙ୍କ ପୁତ୍ର ଥିଲେ

ଉଦାହରଣ : ରାଜା ଦିଲ୍ଲୀପ ଅଂଶୁମାନଙ୍କର ପୁତ୍ର ଥିଲେ

इक्ष्वाकु वंश के एक राजा जो राम के पूर्वज और असमंज के पुत्र थे।

राजा दिलीप अंशुमान के पुत्र थे।
अंशुमन, अंशुमान

An imaginary being of myth or fable.

mythical being

ଅର୍ଥ : ଅଦିତି ଓ କଶ୍ୟପଙ୍କ ଜଣେ ପୁତ୍ର

ଉଦାହରଣ : ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ଅଂଶୁମାନଙ୍କୁ ଗଣନା କରାଯାଏ

अदिति और कश्यप के एक पुत्र।

अंशुमान की गणना बारह आदित्यों में होती है।
अंशुमान